31.1 C
Bhubaneswar
Tuesday, February 24, 2026
Homeଓଡିଶାରାଜ୍ୟରେ ଦେଢ ବର୍ଷରେ ମଲେଣି ୧୧୪ ହାତୀ

ରାଜ୍ୟରେ ଦେଢ ବର୍ଷରେ ମଲେଣି ୧୧୪ ହାତୀ

ଭୁବନେଶ୍ୱର: ରାଜ୍ୟରେ ଦେଢ ବର୍ଷରେ ମଲେଣି ୧୧୪ ହାତୀ । ଏନେଇ ଗୃହରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲିଖିତ ଉତ୍ତର ରଖିଛନ୍ତି । କହିଛନ୍ତି, ବିଦ୍ୟୁତ ଆଘାତରେ ୪୨ ଓ ବିଭିନ୍ନ ରୋଗରେ ୨୯ ହାତୀଙ୍କ ମୃତ୍ୟୁ ହୋଇଛି । ଶିକାରୀଙ୍କ ଦ୍ୱାରା ୬ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଲୋକଙ୍କ ପ୍ରତିଶୋଧ ପରାୟଣାରେ ୩ ହାତୀଙ୍କ ମୃତ୍ୟୁ ହୋଇଛି । ସେହିପରି ରେଳ ଦୁର୍ଘଟଣାରେ ୪ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାକୃତିକ କାରଣରେ ୧୦୭ ହାତାଙ୍କ ମୃତ୍ୟୁ ହୋଇଛି । ନଦୀ, ନାଳରେ ପଡି , ନିଜ ଭିତରେ କଳହ ହୋଇ ୧୩ଟି ହାତୀର ମୃତ୍ୟୁ ହୋଇଛି । ଅପ୍ରାକୃତିକ ହାତୀ ମୃତ୍ୟୁ ପାଇଁ ୯୩ ଜଣ ଗିରଫ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking