19.1 C
Bhubaneswar
Saturday, February 21, 2026
Homeଓଡିଶାଗୃହରେ ବିରୋଧୀ ସଦସ୍ୟଙ୍କ ଅନୁପସ୍ଥିତି: ୪ଟା ୧୫ ଯାଏଁ ଗୃହ ମୁଲତବୀ

ଗୃହରେ ବିରୋଧୀ ସଦସ୍ୟଙ୍କ ଅନୁପସ୍ଥିତି: ୪ଟା ୧୫ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ ଚାଲିପାରିଲାନି ପ୍ରଶ୍ନକାଳ । ବାରମ୍ବାର ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢୀ । ଅନ୍ୟପଟେ ଆଜି ଅପରାହ୍ନ ୪ଟା ବେଳେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ମାଝୀ ୨୦୨୬-୨୭ ପାଇଂ ଆର୍ଥିକ ବଜେଟ ଉପସ୍ଥାପନା କରିବେ । ତା ପୂର୍ବରୁ ଗୃହରେ ବିରୋଧୀ ଦଳ ଅନୁପସ୍ଥିତ ଥିବା ନେଇ ୪ଟା ୧୪ ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢୀ । ବିଜେଡି ଓ କଂଗ୍ରସ ସଦସ୍ୟଙ୍କୁ ଗୃହକୁ ଆସିବାକୁ ମଧ୍ୟ ଅନୁରୋଧ କରାଯାଇଛି । ବିଧାନସଭା ଆରମ୍ଭରୁ ହିଁ ଗୃହ କାର୍ଯ୍ୟ ସମ୍ପୁର୍ଣ୍ଣ ଭାବେ ଚାଲିପାରୁନାହିଁ । ବୁଝାସୁଝା ପରେ ବିରୋଧୀ ଦଳ ଗୃହକୁ ଯାଇଥିବା ଜଣାପଡିଛି । 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking