ଭୁବନେଶ୍ୱର: କଟକରେ ଜଣ୍ଡିସ ପ୍ରସଙ୍ଗରେ ବିଧାୟିକା- ମେୟର ଆରୋପ ପ୍ରତ୍ୟାରୋପ । ବିଧାୟିକା ସୋଫିଆଙ୍କ ଆରୋପର ଜବାବ ରଖିଲେ ମେୟର ସୁବାସ ସିଂ । ଜଣ୍ଡିସ ସମୟରେ ସୋଫିଆ ମ୍ୟାଡାମ କେଉଁଠି ଥିଲେ, କଣ ଦାୟିତ୍ୱ ତୁଲାଇଛନ୍ତି । ହଠାତ ମିଡିଆ ସାମ୍ନାକୁ ଆସି ଜଣ୍ଡିସ ବ୍ୟାପିବା ପାଇଁ ମେୟର ଦାୟୀ କହୁଛନ୍ତି । ମୁଁ, କମିଶନର ସିଏମସିର ଅଧିକାରୀ ପ୍ରଭାବିତ ଅଞ୍ଚଳ ବୁଲି ପଦକ୍ଷେପ ନେଇଛୁ । ହେଲେ ସେ ବିଧାୟିକା ଭାବରେ କଣ ଦାୟିତ୍ୱ ତୁଲାଇଛନ୍ତି । ସେ ନଗର ଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟି ମେମ୍ବର ଅଛନ୍ତି , ପଦକ୍ଷେପ ନିଅନ୍ତୁ । ମୋତେ ଦୁର୍ନୀତିଗ୍ରସ୍ତ କହୁଛନ୍ତି ହେଲେ ସେ ତାଙ୍କ ବାପା ଉଭୟ ଦୁର୍ନୀତିରେ ଲିପ୍ତ । ସେ ତାଙ୍କ ବାପାଙ୍କ ଭଳି ଆକ୍ସିଡେଣ୍ଟଣ୍ଟାଲ ଏମଏଲଏା










