17.1 C
Bhubaneswar
Monday, February 2, 2026
Homeଦେଶ ବିଦେଶମହାରାଷ୍ଟ୍ର ବିମାନ ଦୁର୍ଘଟଣାର ତଦନ୍ତ ହେବ: ଡିଜିସିଏ

ମହାରାଷ୍ଟ୍ର ବିମାନ ଦୁର୍ଘଟଣାର ତଦନ୍ତ ହେବ: ଡିଜିସିଏ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିମାନ ଦୁର୍ଘଟଣାର ତଦନ୍ତ କରାଯିବ । ଆଧିକାରିକ ତଦନ୍ତ କରାଯିବ କହିଲେ ଡିଜିସିଏ । ଏହା ସହ ଡିଜିସିଏ କହିଛନ୍ତି ଯେ ଘଟଣାସ୍ଥଳରେ ଏଏଆଇବି ବୈଷୟିକ ଦଳର ଛାନବିନ ଚାଲିଛି । ଫ୍ଲାଇଟ୍ ତଥ୍ୟ, ପାଇଲଟ୍‌ଙ୍କ ଯୋଗାଯୋଗ ରେକର୍ଡ ଯାଞ୍ଚ ହେବ । ପାଣିପାଗ ସମ୍ବନ୍ଧୀୟ ସୂଚନା ଯାଞ୍ଚ କରିବ ଟିମ୍ । ତଦନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ । ସୂଚନାଯୋଗ୍ୟ, ଆଜି ସକାଳ ୮ଟା ସମୟରେ ପାୱାରଙ୍କ ବିମାନ ସକାଳ ୮ଟା ସମୟରେ ମୁମ୍ବାଇରୁ ଉଡାଣ ଆରମ୍ଭ କରିଥିଲା । ୮ଟା ୪୫ ମିନିଟ୍‌ରେ ଅବତରଣ କରିବା ସମୟରେ ଖସି ପଡିଥିଲା ବିମାନ । ଏହି ଗୁରୁତର ଦୁର୍ଘଟଣାରେ ପାୱାର ଏବଂ ବିମାନର ପାଇଲଟ ଏବଂ ତାଙ୍କ ସୁରକ୍ଷା କର୍ମୀଙ୍କ ସମେତ ଅନ୍ୟ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking