18.1 C
Bhubaneswar
Wednesday, February 4, 2026
Homeଓଡିଶାଜଙ୍ଗଲରେ ମାଈ ହାତୀର ମୃତ୍ୟୁ

ଜଙ୍ଗଲରେ ମାଈ ହାତୀର ମୃତ୍ୟୁ

ଟିଟିଲାଗଡ: ବର୍ଣ୍ଣେଇ ସଂରକ୍ଷିତ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ହେବ ଅସୁସ୍ଥ ଥିଲା ୮ ବର୍ଷର ମାଈ ହାତୀ । ଖବର ପାଇବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛି । ଅନ୍ୟପଟେ ଖୋର୍ଦ୍ଧାରେ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି । ବେଗୁନିଆ ଭୂଆଷୁଣୀପାଟଣା ଗାଁ ସ୍କୁଲ ନିକଟରେ ଅଘଟଣ ଘଟିଛି । ଭୂଆଷୁଣୀପାଟଣାରେ ୧୫ ଟିକିଆ ହାତୀପଲଙ୍କ ଜାରି ରହିଛି ଉପଦ୍ରବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking