25.1 C
Bhubaneswar
Monday, December 22, 2025
Homeଓଡିଶାଚାଷୀଙ୍କୁ ପ୍ରବର୍ତ୍ତାଇ ଆନ୍ଦୋଳନ: ମନ୍ତ୍ରୀ

ଚାଷୀଙ୍କୁ ପ୍ରବର୍ତ୍ତାଇ ଆନ୍ଦୋଳନ: ମନ୍ତ୍ରୀ

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୮୫ ହଜାର ୪୦୫ ଟନ୍ ଧାନ ଉଠିସାରିଲାଣି । ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ କହିଛନ୍ତି ଯେ ପ୍ରତିଦିନ ଧାନ ଉଠୁଛି, ୮୫ ହଜାର ୧୮୩ ଚାଷୀ ଧାନ ଦେଇଛନ୍ତି । ସରକାରକୁ ବଦ୍‌ନାମ କରିବାକୁ ବିରୋଧୀ ଦଳ ପ୍ରୟାସ କରୁଛନ୍ତି । ଆନ୍ଦୋଳନ ବିଭିନ୍ନ ସ୍ଥାନରେ ହେଉଛି, ଆମ ପାଖରେ ଖବର ଅଛି । ଚାଷୀ ଚାହୁଁଛନ୍ତି ସଙ୍ଗେ ସଙ୍ଗେ ଧାନ ଉଠୁ, ତାହା ସମ୍ଭବ ନୁହେଁ । ଚାଷୀଙ୍କୁ କିଛି ଲୋକ ପ୍ରବର୍ତ୍ତାଇ ଆନ୍ଦୋଳନ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking