25.1 C
Bhubaneswar
Saturday, February 7, 2026
Homeଓଡିଶାଶନିବାର ରବିବାର ପାର୍କ ଦିନସାରା ଖୋଲା

ଶନିବାର ରବିବାର ପାର୍କ ଦିନସାରା ଖୋଲା

ଭୁବନେଶ୍ୱର: ବିଡିଏ ପରିଚାଳିତ ସବୁ ପାର୍କ ଶନିବାର, ରବିବାର ଦିନସାରା ଖୋଲା ରହିବ। ସପ୍ତାହାନ୍ତରେ ଅପରାହ୍ଣ ବିଶ୍ରାମ ବ୍ୟବସ୍ଥା ଉଚ୍ଛେଦ ନେଇ ବିଡିଏର ସୂଚନା। ନୂଆ ସମୟସୂଚୀ ଆସନ୍ତା ୧୩ ତାରିଖ ଠାରୁ ଲାଗୁ ହେବ। ବିଡିଏ ବର୍ତ୍ତମାନ ଭୁବନେଶ୍ୱରରେ ୫୦ଟି ପ୍ରମୁଖ ପାର୍କ ପରିଚାଳନା କରୁଛି। ଏହି ପାର୍କଗୁଡ଼ିକରେ ପ୍ରତିଦିନ ପ୍ରାୟ ୩୫,୦୦୦ ଦର୍ଶକ ଆସୁଛନ୍ତି। ସଂଶୋଧିତ ସମୟ ଅନୁଯାୟୀ, ସମସ୍ତ ବିଡିଏ-ପରିଚାଳିତ ପାର୍କ ଶନିବାର ଏବଂ ରବିବାର ସକାଳ ୫:୦୦ ରୁ ରାତି ୮:୩୦ ପର୍ଯ୍ୟନ୍ତ ଖୋଲା ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking