19.1 C
Bhubaneswar
Friday, December 5, 2025
Homeଓଡିଶାସ୍କଲାରସିପ ଟଙ୍କା ବାରମାରଣା ହେଉନାହିଁ: ମନ୍ତ୍ରୀ

ସ୍କଲାରସିପ ଟଙ୍କା ବାରମାରଣା ହେଉନାହିଁ: ମନ୍ତ୍ରୀ

ଭୁବନେଶ୍ଵର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନ । ଏନେଇ ଗୃହରେ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ  ସ୍କଲାରସିପ ଟଙ୍କା  ବାଟମାରଣା ହେଉଛି କି,  କେଉଁ କେଉଁ ଜିଲ୍ଲାରେ ଏପରି ହେଉଛି ତାହା ପ୍ରଶ୍ନ କରିଛନ୍ତି, ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସ୍ୱର୍ଣ୍ଣଲତା ସ୍କୁଲ ଅଫ  ନର୍ସିଙ୍ଗ ନାମକ ଶିକ୍ଷାନୁଷ୍ଠାନରେ ସ୍କଲାରସିପ  ଦୁର୍ନୀତି ଅଭିଯୋଗରେ କାହିଁକି କାଯ୍ୟାନୁଷ୍ଠାନ ନିଆଯାଇନାହିଁ ତାହାର ମଧ୍ୟ ପ୍ରଶ୍ନ କରିଛନ୍ତି । ବିଧାୟକଙ୍କ ଉତ୍ତରରେ  ମନ୍ତ୍ରୀ ନିତ୍ୟାନନ୍ଦ  କହିଛନ୍ତି, ସ୍କଲାରସିପ ଟଙ୍କା କିଛି ବାଟମାରଣା ହେଉନାହିଁ ।  ନିମାପପଡା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଦୁର୍ନୀତି  ଅଭିଯୋଗର ତଦନ୍ତ  ନିମନ୍ତେ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ଶିକ୍ଷାନୁଷ୍ଠାନ ବିରୁଦ୍ଧରେ  ୨୦୨୪ରେ ମାମଲା ରୁଜୁ ହୋଇଥିଲା ।  ଉକ୍ତ ମାମଲା  ବିଚାରଧୀନ ଅବସ୍ଥାରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking