19.1 C
Bhubaneswar
Friday, December 5, 2025
Homeଓଡିଶାକଳା ତାଲିକାଭୁକ୍ତ ହେବେ ଶତ୍ରୁଘ୍ନ ସାମଲ

କଳା ତାଲିକାଭୁକ୍ତ ହେବେ ଶତ୍ରୁଘ୍ନ ସାମଲ

ଭୁବନେଶ୍ୱର: କଳା ତାଲିକାଭୁକ୍ତ ହେବେ ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ। ଏନେଇ ସୂଚନା ଦେଲେ ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବ ଦେବ ପ୍ରସାଦ ଦାସ। ସୂଚନା ଦେଇ କହିଛନ୍ତି ଯେ ଯେପରି ଆଉ କୌଣସି କଲେଜରେ ପଢ଼ାଇ ନ ପାରିବେ ବ୍ୟବସ୍ଥା ହେବ। ପୋଲିସ ଅଧ୍ୟାପକଙ୍କୁ ହେପାଜତକୁ ନେଇଥିବାରୁ ପଚରାଉଚରା ହୋଇନି। ପିଲାଙ୍କୁ ଅଭିଯୋଗ ନେଇ ପଚରାଉଚରା ହୋଇଛି, ବିଭାଗକୁ ରିପୋର୍ଟ ଦେବୁ।

ଛାତ୍ରୀ ନିର୍ଯାତନା: ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking