ଛାତ୍ରୀ ନିର୍ଯାତନା: ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ
ଭୁବନେଶ୍ୱର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ। ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ କଲେଜରୁ ବହିଷ୍କୃତ ହୋଇଛନ୍ତି । କଲେଜରୁ ବହିଷ୍କାର ନେଇ ପ୍ରିନ୍ସିପାଲ ବିଜୟ ଜେନା ସୂଚନା ଦେଇଛନ୍ତି। ସୂଚନା ଦେଇ କହିଛନ୍ତି ଯେ ଆମେ ଆମ କାମ କରିଛୁ, ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ । ଆଗକୁ ଯଦି ବି କିଏ ଏପରି କାର୍ଯ୍ୟ କରନ୍ତି କାର୍ଯ୍ୟାନୁଷ୍ଠାନ ହେବ । ଗତ ଜୁନ୍ରେ ଅତିଥି ଅଧ୍ୟାପକ ଭାବେ କଲେଜରେ … Continue reading ଛାତ୍ରୀ ନିର୍ଯାତନା: ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ
Copy and paste this URL into your WordPress site to embed
Copy and paste this code into your site to embed