19.1 C
Bhubaneswar
Friday, December 5, 2025
Homeଓଡିଶାଜୁନ ସୁଦ୍ଧା ସରିବ ଏକାମ୍ର ପ୍ରକଳ୍ପ

ଜୁନ ସୁଦ୍ଧା ସରିବ ଏକାମ୍ର ପ୍ରକଳ୍ପ

ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପ ଶିବରାତ୍ରୀ  ପୂର୍ବରୁ  ସାରିବାକୁ ଯୋଜନା ରହିଛି ।  ୧୫ ଦିନ ଭିତରେ ନୂଆ ଟେଣ୍ଡର ହେବ କହିଲେ ଏକାମ୍ର ବିଧାୟକ ବାବୁ ସିଂ ।  ଯେଉଁଠି ଜମି ଅଧିଗ୍ରହଣ ସମସ୍ୟା ଥିଲା, ସେଠି କାମ ବନ୍ଦ ରହିଛି । ଶିବରାତ୍ରୀ ପୂର୍ବରୁ କାମ ସାରିବାକୁ ଆଇନ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ  ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ  ସଂସ୍ଥାକୁ କାମ ଦିଆଯାଇଥିଲା  ସେ ବିଳମ୍ବ କଲା କହିଛନ୍ତି ବାବୁ ସିଂ ।  ତେଣୁ ୧୫ ଦିନରେ ଟେଣ୍ଡର ଡାକି ନୂଆ  ସଂସ୍ଥାକୁ କାମ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking