22.1 C
Bhubaneswar
Friday, December 5, 2025
Homeଓଡିଶା୧୧ ହଜାର ୩୯୭ ଘରବାରି ଶୂନ୍ୟ ପରିବାର  

୧୧ ହଜାର ୩୯୭ ଘରବାରି ଶୂନ୍ୟ ପରିବାର  

ଭୁବନେଶ୍ୱର: ରାଜ୍ୟରେ ରହିଛନ୍ତି  ୧୧ ହଜାର  ୩୯୭ ଘରବାରି  ଶୂନ୍ୟ ପରିବାର ।  ବିଧାନସଭାରେ ଏନେଇ ସୂଚନା  ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।  ଚିହ୍ନଟ ହୋଇଥିଲେ ୩୬  ହଜାର ୭୦୯ ଘର ବାରି  ଶୂନ୍ୟ ପରିବାର ।  ବର୍ତ୍ତମାନ ସୁଦ୍ଧା ୨୫  ହଜାର  ୩୧୨ ପରିବାରଙ୍କୁ ଦିଆଯାଇଛି ଘରଡିହ ପଟ୍ଟା । ସୂଚନାଥାଉକି, ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ସପ୍ତମ ଦିନ । ପ୍ରଶ୍ନକାଳ ଆରମ୍ଭରୁ ହିଁ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସରକାର  ବିରୋଧୀ ନାରାବାଜି କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଫଳରେ ଗୃହ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking