22.1 C
Bhubaneswar
Friday, December 5, 2025
Homeଓଡିଶାମନ୍ତ୍ରୀଙ୍କ ଏସକର୍ଟ ଗାଡି ଧକ୍କାରେ ବୃଦ୍ଧା ଗୁରୁତର

ମନ୍ତ୍ରୀଙ୍କ ଏସକର୍ଟ ଗାଡି ଧକ୍କାରେ ବୃଦ୍ଧା ଗୁରୁତର

ଜଗତସିଂହପୁର: ଜଗତସିଂହପୁରରୁ ଏକ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଶିଳ୍ପ ମନ୍ତ୍ରୀଙ୍କ ଏସ୍‌କର୍ଟ ଗାଡି ଧକ୍କାରେ ବୃଦ୍ଧା ଗୁରୁତର । କଟକ-ପାରାଦୀପ ରାସ୍ତାର ତାରପୁର ଛକରେ ଏହି ଦୁର୍ଘଟଣାଟି ଘଟିଛି । ରାସ୍ତା ପାର ବେଳେ ଧକ୍କା ଦେଇଥିଲା ମନ୍ତ୍ରୀଙ୍କ ଏସ୍‌କାର୍ଟ ଗାଡି । ଗୁରୁତର ବୃଦ୍ଧାଙ୍କୁ ରଘୁନାଥପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ବୃଦ୍ଧାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking