22.1 C
Bhubaneswar
Friday, December 5, 2025
Homeଓଡିଶା୮ ଲକ୍ଷ ୧୬ ହଜାର ୫୬ ଅଯୋଗ୍ୟଙ୍କ ରାସନ କାର୍ଡ କଟିଛି

୮ ଲକ୍ଷ ୧୬ ହଜାର ୫୬ ଅଯୋଗ୍ୟଙ୍କ ରାସନ କାର୍ଡ କଟିଛି

ଭୁବନେଶ୍ୱର: ୮, ୧୬,୦୫୬ ଅଯୋଗ୍ୟଙ୍କ ରାସନ କାର୍ଡ  କଟିଛି । ଇ- କେୱାଇସି ନେଇ ଗୃହରେ ଯୋଗାଣ ମନ୍ତ୍ରୀ ଉତ୍ତର ରଖିଛନ୍ତି । କହିଛନ୍ତି, ମୋଟ ୮ ଲକ୍ଷ ୧୬ ହଜାର ୫୬ ଜଣ ଅଯୋଗ୍ୟ ଙ୍କ ରାସନ କାର୍ଡ କଟିଛି । ୭୫ ହଜାର ୩୦ ଜଣ ସରକାରୀ ଚାକିରିଆ ହାତେଇଥିଲେ କାର୍ଡ । ୪୫ ହଜାର ୪୯୬ ଜଣ ଆୟକର  ଦେଉଥିବା ଲୋକଙ୍କର କାର୍ଡ କଟିଛି । ଗୋଟିଏ ହେଲେ ବି ଯୋଗ୍ୟ  ହିତାଧିକାରୀଙ୍କ ନା କଟିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking