22.1 C
Bhubaneswar
Friday, December 5, 2025
Homeଓଡିଶା୬ ନୂଆ ସହରରେ ଗଡିବ ଇଭି ବସ: ମନ୍ତ୍ରୀ

୬ ନୂଆ ସହରରେ ଗଡିବ ଇଭି ବସ: ମନ୍ତ୍ରୀ

ଭୁବନେଶ୍ୱର: ୬ ନୂଆ ସହରରେ ଗଡିବ ଇଭି ବସ । ଆଗାମୀ ଦିନରେ ୬ଟି  ନୂଆ ସହରରେ ଗଡିବ ଇଭି ବସ । ଏନେଇ ସୂଚନା ଦେଲେ  ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏବେ ରାଜ୍ୟରେ ୬୭୦ଟି ବସ ଚାଲିଛି ।  ସେଥି ମଧ୍ୟରୁ  ୨୨୦ଟି ଇଭି ବସ । ଏବେ  ୧୧୩ଟି ରୁଟରେ ୧୩୯୯ କିମି ବସ ଚାଲୁଛି । ଆଗକୁ ଯେଉଁଠି ଆବଶ୍ୟକତା ଅଛି, ସେହି ସହରରେ  ବସ ଚାଲିବ । ଅନଲାଇନ ଟିକେଟରେ ରିହାତି ପାଇଁ ୩୫ %  ଟିକେଟ ଆଦାୟ ରାଶି ବଢିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking