22.1 C
Bhubaneswar
Friday, December 5, 2025
Homeଓଡିଶାମାଓବାଦୀଙ୍କୁ ବିଏସ୍‌ଏଫ୍ ଆଇଜିଙ୍କ କଡା ଚେତବନୀ

ମାଓବାଦୀଙ୍କୁ ବିଏସ୍‌ଏଫ୍ ଆଇଜିଙ୍କ କଡା ଚେତବନୀ

ଭୁବନେଶ୍ୱର: ମାଓବାଦୀଙ୍କୁ ବିଏସଏଫ୍ ଆଇଜିଙ୍କ କଡା ଚେତାବନୀ । ବିଏସଏଫ୍ ଆଇଜି ଶ୍ରୀବାସ୍ତବ କଡା ଚେତାବନୀ ଦେଇ କହିଛନ୍ତି ଯେ ଆତ୍ମସମର୍ପଣ କର ନଚେତ୍ ଏନ୍‌କାଉଣ୍ଟର ହେବ । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଓଡିଶା ଆମର ଟାର୍ଗେଟ । ଆତ୍ମସମର୍ପଣ କଲେ ସହେଯାଗ ମିଳିବ, ମୁଖ୍ୟସ୍ରୋତରେ ଫେରିପାରିବେ । ହିଡ୍‌ମାର ଏନ୍‌କାଉଣ୍ଟର ପରେ ଏବେ ଟପ୍ ମାଓ ନେତା ଆମର ଟାର୍ଗେଟ । ଚଳିତ ବର୍ଷ ଓଡିଶାରେ ୧୯ ନକ୍ସଲ ନିହତ ହୋଇଛନ୍ତି । ୮ ଜଣ ଗିରଫ ହୋଇଛନ୍ତି ଏବଂ ୬ ଜଣ ଆତ୍ମସମର୍ପଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking