25.1 C
Bhubaneswar
Sunday, December 14, 2025
Homeଓଡିଶାକିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ପତ୍ନୀ

କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ପତ୍ନୀ

 ମାଲକାନଗିରି: ପାରିବାରିକ କଳହରୁ କରୁଣ ପରିଣତି । ପତ୍ନୀ କିରୋସିନି ଢାଳି  ଆତ୍ମହତ୍ୟା ଉଦ୍ୟମ। ଏଭଳି ଘଟିଛି   ମାଲକାନଗିରି ସଦର ମହକୁମା ତାମିଲ କ୍ୟାମ୍ପ  ଛକ ନିକଟରେ । କୌଣସି କାରଣକୁ ନେଇ  ଦମ୍ପତିଙ୍କ ମଧ୍ୟରେ  କଳହ ହୋଇଥିଲା  ପତ୍ନୀ ରାଗି ଯାଇ ଦେହରେ  ନିଆଁ ଲଗାଇ  ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।  ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ  ମଧ୍ୟ ଗୁରୁତର  ହୋଇଛନ୍ତି । ପତ୍ନୀ ମଧୁରୀ କଚିମଙ୍କ ୭୦ ଭାଗ ପୋଡି  ଯାଇଥିବା ବେଳେ  ସ୍ୱାମୀ  ନରେନ୍ଦ୍ର କଚିମ  ମଧ୍ୟ ନିଆଁର  ଶିକାର ହୋଇ ପଡିଛନ୍ତି ।   ପଡୋଶୀ ଏହି ଦମ୍ପତିଙ୍କ  ଉଦ୍ଧାର କରି ମାଲକାନଗିରି  ଚିକିତ୍ସାଳୟକୁ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking