24.1 C
Bhubaneswar
Friday, February 6, 2026
Homeଓଡିଶାବଢିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି

ବଢିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି

ପୁରୀ: ବଢିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି । ଏନେଇ ସୂଚନା ଦେଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ମାସିକ ବରିଷ୍ଠ ସେବାୟତ ଭତ୍ତା ୪ ହଜାରରୁ  ୫ ହଜାରକୁ ବୃଦ୍ଧି ହୋଇଛି । ୨୨୦୨୬ ଜାନୁଆରୀରୁ ବର୍ଦ୍ଧିତ ପେନସନ ଲାଗୁ ହେବ । ସେବାୟତଙ୍କ  କନ୍ୟାମନଙ୍କ ବିବାହ  ରାଶି ୧ ଲକ୍ଷକୁ ବୃଦ୍ଧି ହୋଇଛି । ଶ୍ରୀମନ୍ଦିରକୁ ସ୍ୱଇଚ୍ଛାରେ ଦାନ ପାଇଁ ଏଟିଏମରେ ଆସିବ ମେସେଜ । ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଏଟିଏମରୁ ଟଙ୍କା ବାହାର କଲେ ଏକ ମେସେଜ ଆସିବ । ରସିଦ ବାହାରିବା ପୂର୍ବରୁ ଏଟିଏମରେ ଏକ ମେସେଜ ଆସିବ । ଶ୍ରୀମନ୍ଦିରକୁ ସ୍ୱଇଚ୍ଛାରେ କିଚି ଦାନ କରିବେ କି ବୋଲି ମେସେଜ ଆସିବ । ଶ୍ରଦ୍ଧାଳୁ ରାଜି ହେଲେ ତାଙ୍କ କାର୍ଡରୁ ଟଙ୍କା ଦେଇପାରିବେ । ଏନେଇ ଆମେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking