ନୂଆପଡା: ନୂଆପଡାରେ ରେକର୍ଡ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ୨୭ ରାଉଣ୍ଡ ସୁଦ୍ଧା ୮୩ ହଜାର ୨୦୪ ଭୋଟରେ ବିଜେପି ଆଗୁଆ ରହିଛି । ୨୭ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୧,୨୩ ୨୪୩ ଭୋଟ ମିଳିଛି । ଦ୍ୱିତୀୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୪୦, ୦୩୯ ଭୋଟ ମିଳିଛି । ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮, ୨୫୬ ଭୋଟ ମିଳିଛି । ୨୮ ରାଉଣ୍ଡରେ ଜୟ ଢୋଲକିଆଙ୍କୁ ୧,୨,୪୪୬ ଭୋଟ ମିଳିଛି । ଦ୍ୱିତୀୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୪୦, ୦୮୬ ଭୋଟ ମିଳିଛି । ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮, ୩୧୪ ଭୋଟ ମିଳିଛି । ଅନ୍ୟପଟେ ୨୯ ରାଉଣ୍ଡରେ ଜୟ ଢୋଲକିଆ ୧, ୨୩ , ୮୬୯ ଭୋଟରେ ଜୟ ଢୋଲକିଆଙ୍କୁ ଭୋଟ ମିଳିଛି । ଦ୍ୱିତୀୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୪୦,୧୨୧ ଭୋଟ ମିଳିଛି । ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୪୦୧୨୧ ଭୋଟ ମିଳିଛି ।ନୂଆପଡା ଉପନିର୍ବାଚନରେ ବିଜେପିର ବଡ ବିଜୟ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବଡ ବିଜୟ ହୋଇଛି । ୮୩ ହଜାର ୭୪୮ ଭୋଟରେ ଜିତିଲେ ଜୟ ଢୋଲକିଆ ।










