13.1 C
Bhubaneswar
Sunday, December 7, 2025
Homeଓଡିଶାନିର୍ବାଚନରେ ହୋଇଛି ଭୋଟ ଚୋରି: ବିଜେଡି

ନିର୍ବାଚନରେ ହୋଇଛି ଭୋଟ ଚୋରି: ବିଜେଡି

ଭୁବନେଶ୍ୱର: ନିର୍ବାଚନରେ ହୋଇଛି ଭୋଟ ଚୋରି । ଏନେଇ ସଙ୍ଗିନ ଅଭିଯୋଗ ଆଣିଛି ବିଜେଡି ।   ୪୧ ବୁଥରେ ହୋଇଛି ଭୋଟ ଚୋରି ।  ମୁକ୍ତ ଏବଂ  ଅବାଧ  ନଥିଲା  ନିର୍ବାଚନ । ଭୋଟ ପ୍ରଭାବିତ କରିବାକୁ ସମସ୍ତ ଚେଷ୍ଟା କରାଯାଇଥିଲା । ପ୍ରଥମେ ୭୫ ପ୍ରତିଶତ ପୋଲିଂ କଥା କୁହାଗଲା । ଏହାପରେ ୮୩ ପ୍ରତିଶତ ପୋଲିଂ ହୋଇଥିବା କୁହାଗଲା । ସିସିଟିଭି ଫୁଟେଜ ଦାବି କଲା ବିଜେଡି ।  ଆସନ୍ତାକାଲି ନୂଆପଡା ଉପନିର୍ବାଚନର ଫଳାଫଳ  ଆସନ୍ତାକାଲି ପ୍ରକାଶ ପାଇବ । ତିନୋଟି ଦଳରୁ କେଉଁ ଦଳ ବାଜିମାତ ମାରିଛି ଜଣାପଡିବ ।  ବିଜେଡି, ବିଜେପି, କଂଗ୍ରେସ ଯିଏ ଯାହାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜୋରଦାର କରିଥଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking