17.1 C
Bhubaneswar
Friday, February 6, 2026
Homeଓଡିଶାଏଫଏମ ଛାତ୍ରୀ ଆତ୍ମାହୁତି: ୨ ଜଣଙ୍କୁ ଜାମିନ

ଏଫଏମ ଛାତ୍ରୀ ଆତ୍ମାହୁତି: ୨ ଜଣଙ୍କୁ ଜାମିନ

ବାଲେଶ୍ୱର: ବାଲେଶ୍ୱର ଏଫଏମ ଛାତ୍ରୀ ଆତ୍ମାହୁତି ମାମଲାରେ ହାଇକୋର୍ଟରୁ ଦୁଇ ଜଣଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନା ଅନ୍ୟ ଦୁଇ ଜଣ ନିରାଶ । ଅଭିଯୁକ୍ତ ଛାତ୍ର ନେତା ଜ୍ୟୋତି ପ୍ରକାଶ ବିଶ୍ୱାଳ ଏବଂ ଶୁଭ୍ର ସମ୍ବିତ ନାୟକଙ୍କୁ ହାଇକୋର୍ଟରୁ ମିଳିଛି  ଜାମିନ । ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ  ଜାମିନ ଖାରଜ ହୋଇଥିବା ବେଳେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଜାମିନ ବି ଖାରଜ ହୋଇଛି । ଚାର୍ଜସିଟ ଦାଖଲ ପରେ ସାନି ଜାମିନ ଆବେଦନ ପାଇଁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking