ଭୁବନେଶ୍ୱର: ପାଲଲହଡାରେ ବୋମା ବିସ୍ଫୋରଣ । ବୋମା ବିସ୍ଫୋରଣରେ ପୁଅ ମୃତ , ବାପା ଗୁରୁତର । ସମଲ ଥାନା ଶିପୁର ଗାଁରେ ଘର ପାଖରେ ବୋମା ବିସ୍ଫୋରଣ । ଜନ୍ତୁ ଶିକାର ପାଇଁ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ବାପା ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ତାଙ୍କ ଚିକିତ୍ସା ଜାରି ରହିଛି ।










