18.1 C
Bhubaneswar
Sunday, February 8, 2026
Homeଓଡିଶାପୀତବାସ ପଣ୍ଡା ହତ୍ୟା ମାମଲା: ଖୁବଶୀଘ୍ର ପର୍ଦ୍ଦାଫାସ

ପୀତବାସ ପଣ୍ଡା ହତ୍ୟା ମାମଲା: ଖୁବଶୀଘ୍ର ପର୍ଦ୍ଦାଫାସ

ବ୍ରହ୍ମପୁର: ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଦିନେ ଦୁଇ ଦିନ ଭିତରେ ପଦାକୁ ଆସିବ ସତ। ପୁଲିସକୁ ଠୋସ୍‌ ସୁରାକ ମିଳିଥିବା ସୂଚନା । ଆଇଜି କହିଲେ ତଦନ୍ତ ଶେଷ ପର୍ଯ୍ୟାୟରେ। ଦୁଇ ଦିନ ମଧ୍ୟରେ ଓଡ଼ିଶା ଜାଣିବ କିଏ ଓ କାହିଁକି ମାରିଲା ।ସାମ୍ବାଦିକ ସମ୍ମିଳନୀ କରି ସତ ଖୋଲିବ ତଦନ୍ତକାରୀ ଟିମ୍ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର। ଅକ୍ଟୋବର ୬ ତାରିଖରେ ହୋଇଥିଲା ହତ୍ୟାକାଣ୍ଡ । ପୀତବାସ ପଣ୍ଡା ରାତିରେ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଥିଲେ। ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking