27.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଧନତେରାସରେ କ'ଣ କରିବେ ନାହିଁ ଜାଣନ୍ତୁ..

ଧନତେରାସରେ କ’ଣ କରିବେ ନାହିଁ ଜାଣନ୍ତୁ..

ନୂଆଦିଲ୍ଲୀ: ଆଜି ଅର୍ଥାତ ୧୮ ଅକ୍ଟୋବର ୨୦୨୫ରେ ସାରା ଦେଶରେ ଧନତେରସ ପର୍ବ ମହା ଆଡମ୍ବରରେ ପାଳନ କରାଯାଉଛି । ଧନତେରସରେ  ସୁନା, ରୂପା ଏବଂ  ଅନ୍ୟାନ୍ୟ ଜିନିଷ କିଣାଯାଏ । ଏହି ଦିନ ଭଗବାନ ଧନ୍ୱନ୍ତରୀ ଏବଂ ଦେବୀ ଲକ୍ଷ୍‌ମୀଙ୍କୁ ବିଶେଷ ଭାବରେ ପୂଜା କରାଯାଏ ।  ଏହା ବ୍ୟତୀତ ଧନତେରସ ଦିନ ଭୁଲରେ ମଧ୍ୟ  ଏହି ୫ଟି କାମ କରିବା ଉଚିତ ନୁହେଁ ।  ଧନତେରସ ଦିନ କୌଣସି ପ୍ରକାରର ଲୁହା  ଜିନିଷ କିଣିବା ଠାରୁ ଦୂରେଇ ରୁହନ୍ତୁ ।  ଧନତେରାସ ଦିନ ଭଗବାନ ଧନନ୍ତ୍ୱରୀଙ୍କୁ ପୂଜା କରାଯାଏ ।  ଧନତେରସ ଅବସରରେ ଶ୍ରୀ କୁବେର ଯନ୍ତ୍ର ମଧ୍ୟ ବିଶେଷ ଭାବେ ପୂଜା କରାଯାଏ । ଧନତେରସ ଦିନ କଳା ପୋଷାକ ପିନ୍ଧିବା ଉଚିତ ନୁହେଁ ।  ଏହା ବ୍ୟତୀତ ଧନତେରସ ସନ୍ଧ୍ୟାରେ ଘରର ଦକ୍ଷିଣ ଦିଗରେ  ନିଶ୍ଚିତ ଭାବେ ଦୀପ ଜଳାନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking