26.1 C
Bhubaneswar
Friday, March 27, 2026
Homeଓଡିଶାବିଦ୍ୟୁତ ଖୁଣ୍ଟକୁ ପିଟିଲା ଅଟୋ: ଜଣେ ମୃତ

ବିଦ୍ୟୁତ ଖୁଣ୍ଟକୁ ପିଟିଲା ଅଟୋ: ଜଣେ ମୃତ

ବ୍ରହ୍ମଗିରି: ଡେଲାଙ୍ଗ ରାସ୍ତାରେ ବିଦ୍ୟୁତ ଖୁଣ୍ଟକୁ ପିଟିଲା ଅଟୋ । ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି । ବଡ ବନ୍ଧକେଲା ନିକଟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ ବାଳକ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking