27.1 C
Bhubaneswar
Friday, March 27, 2026
Homeଦେଶ ବିଦେଶକାର ଧକ୍କାରେ ମହିଳା ଗୁରୁତର

କାର ଧକ୍କାରେ ମହିଳା ଗୁରୁତର

ରାଜସ୍ଥାନ: ରାଜସ୍ଥାନର ଉଦୟପୁରର ଡାବୋକ ଥାନା ଅଞ୍ଚଳରୁ ଏକ ହିଟ୍ ଏଣ୍ଡ ରନ୍ ଘଟଣା ସାମ୍ନାକୁ ଆସିଛିା ଜଣେ ଯୁବକ ପେଟ୍ରୋଲ ପମ୍ପ ସଫା କରୁଥିବା ଜଣେ ମହିଳାଙ୍କ ଉପରେ ତାଙ୍କ କାର ଚଢାଇ ଦେଇଥିଲେ। ଡ୍ରାଇଭର ତାଙ୍କୁ ପ୍ରାୟ ୨୫ ଫୁଟ୍ ପର୍ଯ୍ୟନ୍ତ ଟାଣି ନେଇଥିଲା। ଫଳରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଏମବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ସନ୍ଧ୍ୟା ୫ଟାରେ ଗୁଡଲିର ନାୟାରା ପେଟ୍ରୋଲ ପମ୍ପରେ ଏହି ଘଟଣା ଘଟିଛି। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking