18.1 C
Bhubaneswar
Saturday, December 6, 2025
Homeଓଡିଶାବାଇକ୍‌କୁ ପିଟିଲା ଟ୍ରକ: ୩ ମୃତ

ବାଇକ୍‌କୁ ପିଟିଲା ଟ୍ରକ: ୩ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ  ମାଳପୁରା ଓଭରବ୍ରିଜ ନିକଟରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  ବାଇକକୁ ପଛରୁ ଅଜଣା ଗାଡି ପିଟି ଘଟଣାସ୍ଥଳରେ  ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର  ହୋଇଛନ୍ତି । ମୃତକଙ୍କ ମଧ୍ୟରେ  ଦୁଇ ଶିଶୁ ଥିବା ବେଳେ  ଘଟଣା ସ୍ଥଳରୁ  ଦୁର୍ଘଟଣା ହୋଇଥିବା ଗାଡି  ଫେରାର ହୋଇଯାଇଛି । ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ  ଜଣେ ମହିଳା ଗୁରୁତର  ଅବସ୍ଥାରେ   କାମାକ୍ଷାମଗର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ  କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking