27.9 C
Bhubaneswar
Saturday, April 11, 2026
Homeଦେଶ ବିଦେଶଟ୍ରମ୍ପଙ୍କୁ ମିଳିଲାନି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ

ନୂଆଦିଲ୍ଲୀ: ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଆମେରିକାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶକ୍ତ ଝଟକା । ଟ୍ରମ୍ପଙ୍କୁ ମିଳିଲାନି ନୋବେଲ । ଭେନେଜୁଏଲାର ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ପାଇଁ ନୋବେଲ ପୁରସ୍କାର ସମ୍ମାନିତ କରାଯାଇଛି ।ଏହି ପୁରସ୍କାର ପ୍ରତିବର୍ଷ ବିଶ୍ୱ ଶାନ୍ତି, ମାନବାଧିକାର ଏବଂ ଦ୍ୱନ୍ଦ୍ୱ ସମାଧାନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବା ବ୍ୟକ୍ତି କିମ୍ବା ସଂଗଠନକୁ ପ୍ରଦାନ କରାଯାଏ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ଜିତିବାରେ ବିଫଳ ହୋଇଛନ୍ତି। ୟୁକ୍ରେନ ଯୁଦ୍ଧ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂଘର୍ଷରେ ମଧ୍ୟସ୍ଥତା ପାଇଁ ଟ୍ରମ୍ପଙ୍କୁ ମନୋନୀତ କରାଯିବା ନେଇ ବହୁ ଦିନ ଧରି ଚର୍ଚ୍ଚା ହେଉଥିଲା।କିନ୍ତୁ ଶେଷରେ ଜୁରି ଏହି ବର୍ଷର ପୁରସ୍କାର ମାଚାଡୋଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking