25.9 C
Bhubaneswar
Monday, April 6, 2026
Homeଓଡିଶାଆମକୁ ନ୍ୟାୟ ଦିଅ: ପୀତବାସଙ୍କ ପୁଅ

ଆମକୁ ନ୍ୟାୟ ଦିଅ: ପୀତବାସଙ୍କ ପୁଅ

ଗଞ୍ଜାମ: ହାତ ଯୋଡି ନ୍ୟାୟ ମାଗିଲେ ପୀତବାସ ପଣ୍ଡାଙ୍କ ପୁଅ ସୌରଭ। ମୋ ବାପାଙ୍କୁ କିଏ ହତ୍ୟା କଲା, ଖୋଜି ବାହାର କରାଯାଉ । ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ, ଆମକୁ ନ୍ୟାୟ ଦିଆଯାଉ କହିଛନ୍ତି ସୌରଭ। ବାପାଙ୍କର କେହି ଶତ୍ରୁ ନଥିଲେ, ସେ ସବୁବେଳେ ନ୍ୟାୟ ପାଇଁ କାମ କରୁଥିଲେ। ସୂଚନାଥାଉକି, ସୋମବାର   ରାତିପ୍ରାୟ ୧୦ଟା ସମୟରେ  ନିଜ ଘର ପାଖ ବୈକୁଣ୍ଠ ନଗର ମୁଖ୍ୟ ଗଳିରେ ସେ ଠିଆ ହୋଇଥିଲେ। ସେହି ସମୟରେ ଦୁଇ ଦୁର୍ବୃତ୍ତ ବାଇକରେ ପ୍ରଥମେ ଆସିଥିଲେ। ତାଙ୍କ ଉପରକୁ ଗୁଳି ମାରି ଘଟଣାସ୍ଥଳରୁ ଖସି ପଳାଇଥିଲେ। ସେଇଠି ହିଁ ସେ ବେହୋସ ହୋଇ ପଡିଯାଇଥିଲେ । ପାଖରେ ଥିବା ଲୋକମାନେ ତାଙ୍କ ନିକଟକୁ ଆସିଥିଲେ। ତାଙ୍କୁ ହସ୍ପିଟାଲକୁ ତୁରନ୍ତ ନେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଦୁଃଖର କଥା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking