14.1 C
Bhubaneswar
Sunday, December 7, 2025
Homeଓଡିଶାକୋଣାର୍କରେ ଜଳିଗଲା ୩୦ ଇଭି ବାଇକ

କୋଣାର୍କରେ ଜଳିଗଲା ୩୦ ଇଭି ବାଇକ

କୋଣାର୍କ: ବାଇକ ସୋରୁମରେ ଅଗ୍ନିକାଣ୍ଡ । ଜଳିଗଲା ୩୦ ବାଇକ । କୋଣାର୍କର ମାଧିପୁର ଛକ ନିକଟ ବ୍ୟାଟେରି ବାଇକ ସୋରୁମରେ ଅଗ୍ନିକାଣ୍ଡ ଘଟିଛି । ବ୍ୟାଟେରି ବିସ୍ଫୋରଣରୁ ସୋରୁମରେ ନିଆଁ ଲାଗିଥିବା ସୂଚନା  ମିଳିଛି । ସ୍ଥାନୀୟ ଲୋକେ ଦମକଳବାହିନୀକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ୩ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସୋରୁମରେ ଥିବା କର୍ମଚାରୀ ଓ ଗ୍ରାହକ ସୁରକ୍ଷିତ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking