18.1 C
Bhubaneswar
Saturday, December 6, 2025
Homeଓଡିଶାଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ

ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ

ଭୁବନେଶ୍ୱର: ଆଜି ପୀଠରେ ମହାନବମୀ ଏବଂ ମଣ୍ଡପରେ ମହା ଅଷ୍ଟମୀ । କଟକ,  ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, ସମ୍ବଲପୁର, ସବୁଠି ଦୁର୍ଗାପୂଜା  ପାଇଁ ଆଧ୍ୟାତ୍ମିକ ପରିବେଶ ।  ମାଆଙ୍କୁ  ଦର୍ଶନ  ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ।   ପୁରୋହିତଙ୍କ  ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ  ଭାବ  ଭକ୍ତିମୟ ପରିବେଶ ।  ସ୍ତ୍ରତନ୍ତ୍ର ରୀତିନୀତି ଅନୁସାରେ ଜଗତଜ୍ଜନନୀ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି । ସେପଟେ ପ୍ରକମ୍ପିତ ହେଉଛି କେନ୍ଦୁଝର ଜିଲ୍ଲା  ଘଟଗାଁର ମା ତାରିଣୀଙ୍କ ପୀଠ । ଆଜି ମହାନବମୀ ଅବସରରେ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମା ‘ । ଦୁର୍ଗା ପୂଜା ଅବସରରେ  ମହାସପ୍ତମୀରୁ ବିଜୟା ଦଶମୀ ଯାଏ ୪ ଦିନ ଧରି  ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking