18.1 C
Bhubaneswar
Saturday, December 6, 2025
Homeଓଡିଶାପଦାରେ ପଡିଲା ଏସଆଇ ପରୀକ୍ଷାର ଜାଲିଆତି!

ପଦାରେ ପଡିଲା ଏସଆଇ ପରୀକ୍ଷାର ଜାଲିଆତି!

ଗଞ୍ଜାମ: ବ୍ରହ୍ମପୁର ପୋଲିସ ଦ୍ୱାରା ଶତାଧିକ ଏସଆଇ ଆଶାୟୀ ଅଟକ ଥିବା ସୂଚନା ମିଳିଛି । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଧରିଥିବା ସୂଚନା ମିଳିଛି । ଏସଆଇ ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥିବା ବେଲେ ଧରାପଡିଲେ । ଓଡିଶା ପୋଲିସର ସବ ଏସଆଇ ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ । ପରୀକ୍ଷା ଦାୟିତ୍ୱ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା ମିଳିଛି । ଶ୍ରୀକାକୁଲମରେ ଧରାପଡିବା ପରେ ବ୍ରହ୍ମପୁର ଆଣି ପୋଲିସର ପଚରା ଉଚରା କରିଛି । ଓଡିଶା ପୋଲିସ ଏସଆଇ ପରୀକ୍ଷାର ବଡ ଜାଲିଆତି ପଦାରେ ପଡିଥିବା ନେଇ ଚର୍ଚ୍ଚା ହେଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking