28.1 C
Bhubaneswar
Friday, April 3, 2026
Homeଓଡିଶାବିଜେପିର ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଆରମ୍ଭ

ବିଜେପିର ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ସାମ୍ବାଦିକ ସମ୍ମିଳନୀରେ ସଭାପତି ମନମୋହନ ସାମଲଙ୍କ ଘୋଷଣା। କହିଲେ ପ୍ରତିଘରେ ସ୍ବଦେଶୀ, ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ଆଜିଠୁ ଆରମ୍ଭ। ୯୦ ଦିନ ଧରି ଏହି କାର୍ଯ୍ୟକ୍ରମ ରାଜ୍ୟରେ ଚାଲିବ- ମନମୋହନ ସାମଲ। ସ୍ୱଦେଶୀ କିଣିବା, ସ୍ବଦେଶୀ ବିକିବା ବାର୍ତ୍ତା ସମସ୍ତଙ୍କ ପାଖରେ ପହଂଚିବା ଲକ୍ଷ୍ୟ। ଏହି ଅଭିଯାନ ୧୪୦ କୋଟି ଜନସାଧାରଣଙ୍କୁ ପ୍ରଭାବିତ କରିବ। ଡିସେମ୍ବରରେ ଭୋକାଲ୍‌ ଫର୍‌ ଲୋକାଲ୍‌ ନେଇ ଡୋର ଟୁ ଡୋର ଯିବ ବିଜେପି। ସମାଜର ସବୁ ବର୍ଗ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆହ୍ୱାନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking