15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶପରମାଣୁ ଧମକକୁ ଭୟ କରୁନୁ: ମୋଦୀ

ପରମାଣୁ ଧମକକୁ ଭୟ କରୁନୁ: ମୋଦୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନ୍ମଦିନ ଅବସରରେ  ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । କିଷାନ, ଯବାନ ଓ ମହିଳାଙ୍କୁ ପ୍ରଶଂସା କରିଛନ୍ତି । ଅପରେସନ ସିନ୍ଦୂରକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ । ଭାରତୀୟ ସେନା  ପାକିସ୍ତାନକୁ ଆଣ୍ଠେଇ ଦେଇଥିଲେ । ଇଏ ନୂଆ ଭାରତ ଘରେ ପଶି ମାରେ  କହିଛନ୍ତି ମୋଦୀ । କାହାର ପରମାଣୁ ଧମକକୁ ଭୟ କରେ । ବିକଶିତ ଭାରତ ଗଠନ ଆମର ଲକ୍ଷ୍ୟ ।  ଭାରତର ସୁରକ୍ଷା ସବ୍ୱୋର୍ଚ୍ଚ ପ୍ରାଥମିକତା । ମହିଳା, ଯୁବବର୍ଗ, କୃଷକ ଓ ଗରିବ ବିକଶିତ ଭାରତର ସ୍ତମ୍ବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking