17.1 C
Bhubaneswar
Tuesday, December 9, 2025
Homeଓଡିଶା୨୦ ପୂର୍ବରୁ ରାସ୍ତା ମରାମତି ସରିବ: ମନ୍ତ୍ରୀ

୨୦ ପୂର୍ବରୁ ରାସ୍ତା ମରାମତି ସରିବ: ମନ୍ତ୍ରୀ

ଭୁବନେଶ୍ୱର:  ୨୦ ତାରିଖ ପୂର୍ବରୁ ଶେଷ ହେବ ରାସ୍ତା ମରାମତି କାମ । କେବଳ ଟ୍ୱିନ ସିଟି ନୁହେଁ , ସବୁ ମ୍ୟୁନିସିପାଲିଟି ଅଞ୍ଚଳରେ  କାମ ହେବ । ବୈଠକ ପରେ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମ୍ୟୁନିସିପାଲିଟି ଓ ମ୍ୟୁନିସିପାଲ କର୍ପୋରେସନ ସହ ମିଶି ଆଜିଠୁ କାମ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking