18.1 C
Bhubaneswar
Saturday, December 6, 2025
Homeଓଡିଶାଡଙ୍ଗା ଓଲଟି ମତ୍ସ୍ୟଜୀବୀ ନିଖୋଜ

ଡଙ୍ଗା ଓଲଟି ମତ୍ସ୍ୟଜୀବୀ ନିଖୋଜ

ଗଞ୍ଜାମ:  ମଝି ସମୁଦ୍ରରେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଏଭଳି ଅଘଟଣ ଘଟିଛି ।  ପୋଡମଟା ସମୁଦ୍ର କୂଶରୁ ମାଛ ଧରିବାକୁ ଯାଇଥିଲେ ୭ ମତ୍ସ୍ୟଜୀବି । ପହଁରି ପହଁରି  ସମୁଦ୍ର କୂଳକୁ ଫେରିଲେ ୬ ଜଣ । ଆଉ ଜଣେ ନିଖୋଜ ଅଛନ୍ତି । ସମସ୍ତେ ଛତ୍ରପୁର ସାନ ନୋଳିଆ ନୂଆଗାଁର । ସୂଚନା ପାଇ ଘଟଣାସ୍ଥଳରେ  ଅଗ୍ନିଶମବାହିନୀ ପହଞ୍ଚିଛି ।  ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି  ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking