33.5 C
Bhubaneswar
Sunday, April 12, 2026
Homeଓଡିଶାକୁକୁର ଆକ୍ରମଣରେ ୩ ଗୁରୁତର

କୁକୁର ଆକ୍ରମଣରେ ୩ ଗୁରୁତର

ବଲାଙ୍ଗୀର: ଦିନକୁ ଦିନ ବୁଲା କୁକୁରଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛିଏହି ସମୟର ପୁଣି ବଲାଙ୍ଗୀର ଜିଲ୍ଲା ତୁଷୁରାଠାରେ କୁକୁରଙ୍କ ଆତଙ୍କ ଘଟଣା ସାମ୍ନାକୁ ଆସିଛି । ଏକ ପାଗଳା କୁକୁର ଆକ୍ରମଣକରିବା ଫଳରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ଗୁରୁତରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇ ଭର୍ତ୍ତି କରାଯାଇଛି। ଦୁଇଜଣ ତୁଷୁରା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଗରୁ ତୁଷୁରା ନିକଟସ୍ଥ ଚିଞ୍ଚେଡ ଗାଁରେ କୁକୁର ଆକ୍ରମଣରେ ଦୁଇଜଣଙ୍କ ଜୀବନ ଯାଇଥିଲା। ଏବେ ତୁଷୁରାରେ କୁକୁର ଆକ୍ରମଣ ପରେ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ବାତାବରଣ ସୃଷ୍ଟି ହୋଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking