ନିଆଳି: ମହିଧରପଡା ମେଡିକାଲ୍ ପରିସରରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ମେଡିକାଲ୍ ପରିସରରେ ଏକ ଗଛ ମୂଳରୁ ଉଦ୍ଧାର କଲେ ଲୋକେ । ଉଦ୍ଧାର ଶିଶୁ କନ୍ୟା ଚାଇଲ୍ସ ଲାଇନକୁ ହସ୍ତାନ୍ତର ପରେ ଶିଶୁଭବନ ସ୍ନାନ୍ତର କରାଯାଇଛି । ତେବେ ଶିଶୁ କନ୍ୟାକୁ କିଏ ଏପରି ଛାଡି ଚାଲିଗଲା ଅସ୍ପଷ୍ଟ ରହିଛି । ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାର ପରିଚୟ ଜାଣିବା ପାଇଁ ଚେଷ୍ଟା କରିବା ସହ କିଏ କାହିଁକି ଏପରି କଲା ସେନେଇ ତଦନ୍ତ କରୁଛି ।









