ଭୁବନେଶ୍ୱର: ସମ୍ବଲପୁରରେ ହେବ ଓୟୁଏଟି କ୍ୟାମ୍ପସ । କୃଷି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଧନ ସିଂହ ଦେଓ ଘୋଷଣା କରିଛନ୍ତି । ସେଠାକୁ ଖୁବଶୀଘ୍ର ଏକ ଟିମ ଭିଜିଟ କରିବାକୁ ଯିବ କହିଲେ । ମୟୁରଭଞ୍ଜ, ବ୍ରହ୍ମପୁରରେ କୃଷି କଲେଜ ଖୋଲାଯିବ । ସୋନପୁରରେ ମତ୍ସ୍ୟ ଓ ପଶୁ ସମ୍ପଦ କଲେଜ ହେବ କହିଛନ୍ତି କନକ ବର୍ଧନ ସିଂହ ଦେଓ ।










