22.1 C
Bhubaneswar
Sunday, December 14, 2025
Homeଓଡିଶାବିଜେଡି ଏନଡିଏକୁ ସମର୍ଥନ କରିବ ଆଶା: ପ୍ରତାପ ଷଡଙ୍ଗୀ

ବିଜେଡି ଏନଡିଏକୁ ସମର୍ଥନ କରିବ ଆଶା: ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ୱାଚନ ପ୍ରସଙ୍ଗରେ ସାଂସଦ ପ୍ରତାପ ଷଡଙ୍ଗୀ ପ୍ରିତିକ୍ରିୟା ରଖିଛନ୍ତି । କହିଛନ୍ତି , ବିଜେଡି ଏନଡିଏକୁ ସମର୍ଥନ କରିବ ଆଶା । ସ୍ୱତନ୍ତ୍ର ଆଞ୍ଚଳିକ  ଦଳ ଭାବେ ନିଷ୍ପତ୍ତି ନେବ ବିଜେଡି । ସାମ୍ବିଧାନିକ ବ୍ୟବସ୍ଥାରେ ହେବ, ସହମତି ପାଇଁ ପ୍ରୟାସ କରୁଛୁ । ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ୱାଚନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking