30.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶକରାଚୀର ବାଣ କାରଖାନାରେ ବଡ଼ ବିସ୍ଫୋରଣ

କରାଚୀର ବାଣ କାରଖାନାରେ ବଡ଼ ବିସ୍ଫୋରଣ

ପାକିସ୍ତାନ:ପାକିସ୍ତାନର କରାଚୀର ସଦ୍ଦାର ଅଞ୍ଚଳ ନିକଟରେ ଏକ ବଡ଼ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ରିପୋର୍ଟ ଅନୁସାରେ, ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା। ଘଟଣାସ୍ଥଳରୁ ମିଳିଥିବା ଦୃଶ୍ୟରେ ଧୂଆଁର ବାୟୁ ଭିତରକୁ ଉଠୁଥିବା ଦେଖାଯାଉଛି। ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking