25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଆଗତ ହେଲା ଅନଲାଇନ ଗେମିଂ ବିଲ

ଆଗତ ହେଲା ଅନଲାଇନ ଗେମିଂ ବିଲ

ନୂଆଦିଲ୍ଲୀ: ଲୋକସଭାରେ ଉପସ୍ଥାପିତ ହେଲା ଅନଲାଇନ ଗେମିଂ ବିଲ ୨୦୨୫ । ବିଲ ଉପସ୍ଥାପନ କଲେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବେଟିଂ ସହ ଜଡିତ ଅନଲାଇନ ଟଙ୍କା ଖେଳକୁ ନିଷିଦ୍ଧ କରିବାକୁ ଲକ୍ଷ୍ୟ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking