28.1 C
Bhubaneswar
Friday, April 3, 2026
Homeଓଡିଶାଆସନ୍ତାକାଲି ତରଭା ବନ୍ଦ

ଆସନ୍ତାକାଲି ତରଭା ବନ୍ଦ

ସୁବର୍ଣ୍ଣପୁର:  ଆସନ୍ତାକାଲି ୧୨ ଘଣ୍ଟିଆ  ତରଭା ବ୍ଲକ ବନ୍ଦ ଡାକରା  ଦିଆଯାଇଛି । ବନ୍ଦ ଡାକରା ଦେଲା ସର୍ୱଦଳୀୟ କ୍ରିୟାନୁଷ୍ଠାନ କମିଟି । ଜନପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ବନ୍ଦ ଡାକରା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking