16.1 C
Bhubaneswar
Sunday, December 7, 2025
Homeଓଡିଶାକଳାହାଣ୍ଡିରେ ଛାତ୍ରକୁ ଛୁରାମାଡ

କଳାହାଣ୍ଡିରେ ଛାତ୍ରକୁ ଛୁରାମାଡ

କଳାହାଣ୍ଡି: କଳାହାଣ୍ଡିରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । କଳାହାଣ୍ଡିରେ ଛାତ୍ରକୁ ଛୁରାମାଡ ହୋଇଥିବା ନେଇ ସୂଚନା ମିଳିଛି । ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଛୁରାମାଡ କରାଯାଇଛି । ଗୁରୁତର ଛାତ୍ରକୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସମୟରେ ଛାତ୍ରକୁ ୩ ଥର ଛୁରାମାଡ଼ ହୋଇଥିବା ନେଇ ସୂଚନା ମିଳିଛିକିନ୍ତୁ ଏପର୍ଯ୍ୟନ୍ତ ଛୁରାମାଡର କାରଣ ଅସ୍ପଷ୍ଟ ରହିଛି । ଏନେଇ ପଡାବାସୀ ଥାନା ସମ୍ମୁଖରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking