19.1 C
Bhubaneswar
Saturday, February 7, 2026
Homeଓଡିଶାଖାଲି ପେଟରେ କ୍ଷୀର ଏବଂ ଖଜୁର ଖାଇବାର ଲାଭ ଜାଣନ୍ତୁ..

ଖାଲି ପେଟରେ କ୍ଷୀର ଏବଂ ଖଜୁର ଖାଇବାର ଲାଭ ଜାଣନ୍ତୁ..

ଭୁବନେଶ୍ୱର: ଆଜିକାଲି ଦୁନିଆରେ ସୁସ୍ଥ ରହିବା ପାଇଁ ସମସ୍ତେ ଭଲ ଖାଦ୍ୟ ଖାଇବା ପାଇଁ ମନେ କରନ୍ତି । ଭଲ ଖାଦ୍ୟ କିମ୍ବା ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। କ୍ଷୀର ସହିତ ଖଜୁର ଖାଇବା ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଖଜୁରରେ ପ୍ରଚୁର ପରିମାଣରେ ଫାଇବର ମିଳିଥାଏ ।  କ୍ଷୀରରେ ରନ୍ଧା  ଖଜୁର ଖାଇବା  ଦ୍ୱାରା  ଆପଣଙ୍କ ପାଚନ କ୍ରିୟା ଉନ୍ନତ ହୋଇଥାଏ। ଖଜୁରରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ରହିଥାଏ ।ଯାହା ହୃଦୟକୁ ସୁସ୍ଥ ରଖିବାରେ  ସାହାଯ୍ୟ କରେ। ଖଜୁରରେ ଆଇରନ ଥାଏ । ଯାହା ଲାଲ ରକ୍ତ ଗଠନ କରିବାରେ  ସାହାଯ୍ୟ କରେ। କ୍ଷୀରରେ ଖଜୁର ମିଶାଇ ଖାଇବା ଦ୍ୱାରା ରକ୍ତହୀନତାର ଆଶଙ୍କା ହ୍ରାସ  ପାଇଥାଏ। ଯଦି ଆପଣ ଓଜନ ବୃଦ୍ଧି କରିବାକୁ ଚେଷ୍ଟା କରନ୍ତି ତେବେ କ୍ଷୀରରେ ଖଜୁର ଖାଇବା ଦ୍ୱାରା    ଓଜନ ମଧ୍ୟ ବୃଦ୍ଧି ପାଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking