ଭୁବନେଶ୍ୱର: ମହିଳା ନିଜକୁ ଦୁର୍ୱଳ ଭାବନ୍ତୁନି, ସଂଘର୍ଷ କରନ୍ତୁ । ଏନେଇ ମହିଳା କମିସନ ସୋଭନା ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ପ୍ରେମ ବିବାଦକୁ ନେଇ ଆତ୍ମାହୁତି ନ ଦିଅନ୍ତୁ ଯୁବତୀ । ମହିଳା ନିଯାତନାକୁ ସାମ୍ନା କଲେ ମତେ କଲ କରନ୍ତୁ । ମୁଁ ସବୁବେଳେ ମହିଳାଙ୍କ ପାଇଁ ଉପଲବ୍ଧ । ମୋ ଟିମ ପୂରା ରାଜ୍ୟ ବୁଲି ସଚେତନ କରିବ । ପୋଲିସ ଅଭିଯୋଗ ନରଖିଲେ ମତେ ଜଣାନ୍ତୁ । ପୋଲିସ ଅଭିଯୋଗ ନରଖିଲେ ମତେ ଜଣାନ୍ତୁ ।










