17.1 C
Bhubaneswar
Friday, February 6, 2026
Homeଓଡିଶାସେଫ କ୍ୟାମ୍ପେନ କରିବ ଉଚ୍ଚ ଶିକ୍ଷା ବିଭାଗ

ସେଫ କ୍ୟାମ୍ପେନ କରିବ ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ୱର: ସେଫ କ୍ୟାମ୍ପେନ କରିବ ଉଚ୍ଚ ଶିକ୍ଷା ବିଭାଗ  ା ଏନେଇ ସୂଚନା ଦେଲେ   ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ । ଯୁବପିଢିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ପଦକ୍ଷେପ ନିଆଯିବ ।  ସବୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ସେଫ କ୍ୟାମ୍ପେନ କରାଯିବ । ଶକ୍ତିଶ୍ରୀ ସ୍କିମ ଜରିଆରେ ସେଫ କ୍ୟାମ୍ପେନ କାଯ୍ୟକ୍ରମ କରାଯିବ । ଛାତ୍ରଛାତ୍ରୀଙ୍କ ମାନସିକ ସନ୍ତୁଳନ କିପରି ଠିକ ରହିବ ପଦକ୍ଷେପ ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking