16.1 C
Bhubaneswar
Sunday, December 7, 2025
Homeଓଡିଶାବନ୍ୟା କ୍ଷୟକ୍ଷତି: ୫ ଜିଲ୍ଲାକୁ ସହାୟତା

ବନ୍ୟା କ୍ଷୟକ୍ଷତି: ୫ ଜିଲ୍ଲାକୁ ସହାୟତା

ଭୁବନେଶ୍ୱର: ଆସିଲା ୫ ଜିଲ୍ଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ ।  କେନ୍ଦୁଝର, ବାଲେଶ୍ୱର , ମୟୁରଭଞ୍ଜ, ଯାଜପୁର, ଭଦ୍ରକର ରିପୋର୍ଟ ଆସିଲା ।  ବାଲେଶ୍ୱର ପାଇଁ ୨ କୋଟି ୧ ଲକ୍ଷ ୧୪, ୯୬୭ ଟଙ୍କା ପ୍ରଦାନ କରାଯାଇଛି । ଯାଜପୁର ପାଇଁ ୩, ୪୫, ୯୩, ୨୯୦ ଟଙ୍କା ଦିଆଯାଇଛି । ମୟୁରଭଞ୍ଜ ପାଇଁ ୬୭ ଲକ୍ଷ ୪୮  ହଜାର ୧୪୮ ଟଙ୍କା ପ୍ରଦାନ କରାଯାଇଛି ।  ଭଦ୍ରକ ପାଇଁ ୫୧, ୩୧,୮୨୦, କେଉଁଝର ପାଇଁ ୨,୯୧ ହଜାର ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking