14.1 C
Bhubaneswar
Sunday, December 7, 2025
Homeଓଡିଶାନାବାଳିକା ପୋଡି: ତଦନ୍ତ ପାଇଁ ଟିମ୍ ଗଠନ

ନାବାଳିକା ପୋଡି: ତଦନ୍ତ ପାଇଁ ଟିମ୍ ଗଠନ

ବରଗଡ: ବରଗଡ ନାବାଳକା ପୋଡି ଘଟଣାରେ ପୋଲିସ ତତ୍ପରତା ଦେଖାଇଛି । ୩ ଜଣ ଆଇଆଇସିଙ୍କୁ ନେଇ ତଦନ୍ତ ପାଇଁ ପୋଲିସ  ଟିମ୍ ଗଠନ କରାଯାଇଛି । ଫିରିଙ୍ଗିମାଲ ଗାଁକୁ ଯାଇ ତଦନ୍ତ କରିବ ପୋଲିସ ଟିମ୍ । ଏନେଇ ବରଗଡ ଦାୟିତ୍ୱରେ ଥିବା ବଲାଙ୍ଗିର ଏସ୍ପି ଅଭିଳାଷ.ଜି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଆଜି ସକାଳେ ୧୩ ବର୍ଷୀୟ ନାବାଳିକା ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ନିଆଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟପନ୍ନ ଥିବାରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ସ୍ୱତନ୍ତ୍ର ଟିମ୍ ଦ୍ୱାରା ନାବାଳିକାଙ୍କ ମେଡିକାଲରେ ଚିକିତ୍ସା ଜାରି ରହିଛି । ତେବେ ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ କରୁଛି ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍ ।

ଅର୍ଦ୍ଧଦଗ୍ଧ ନାବାଳିକା ବୁର୍ଲା ରେଫର୍‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking