17.1 C
Bhubaneswar
Sunday, December 7, 2025
Homeଓଡିଶାମହିଳାଙ୍କୁ ନ୍ୟାୟ ପାଇଁ କାଯ୍ୟ କରିବି: ସୋଭନା

ମହିଳାଙ୍କୁ ନ୍ୟାୟ ପାଇଁ କାଯ୍ୟ କରିବି: ସୋଭନା

ଭୁବନେଶ୍ୱର: ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ କାଯ୍ୟ କରିବି କହିଲେ ସୋଭନା ମହାନ୍ତି ।  ରାଜ୍ୟ ସରକାର ଏହାକୁ ପ୍ରାଥମିକ ଦେଉଛନ୍ତି । ବାଲେଶ୍ୱର ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି । ଆଗକୁ ମଧ୍ୟ ମହିଳାଙ୍କୁ ନ୍ୟାୟ ପାଇଁ କଠୋର ପଦକ୍ଷେପ ନିଆଯିବ । ସୂଚନା ଥାଉକି,ସୋଭନା ମହାନ୍ତି ହେଲେ କମିଶନ ଅଧ୍ୟକ୍ଷା । ନିଯୁକ୍ତି ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking